ଆର ଉଦୟଗିରି: କାଶୀନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ଆରୋଗ୍ୟପ୍ରାପ୍ତ କୁଷ୍ଠ ରୋଗୀଙ୍କ ପୁନର୍ବାସ ଯୋଜନା ନିମନ୍ତେ ବ୍ଲକ ସ୍ତରୀୟ ସଚେତନତା କର୍ମଶାଳା ଅନୁଷ୍ଠିତ
କାଶୀନଗର ବ୍ଳକ କାର୍ଯ୍ୟାଳୟ ପରିସରରେ ଶନିବାର ପୂର୍ବାହ୍ନରେ "ଆରୋଗ୍ୟପ୍ରାପ୍ତ କୁଷ୍ଠ ରୋଗୀଙ୍କ ପୁନର୍ବାସ ଯୋଜନା" ନିମନ୍ତେ ବିଡ଼ିଓ ଙ୍କ ଅଧକ୍ଷତା ରେ ବ୍ଳକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ।