ସୋରଡା: ସୋରଡ଼ା ନିର୍ବାଚନ ମଣ୍ଡଳୀର ଜୟସିଙ୍ଗ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅବ୍ୟବସ୍ଥା କୁ ନେଇ ଫାଟକ ରେ ତାଲା ପକାଇଲେ ଛାତ୍ର ଛାତ୍ରୀ
Surada, Ganjam | Sep 4, 2025
ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ଜୟସିଙ୍ଗ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବହୁ ଦିନ ଧରି ଲାଗି ରହିଛି ସମସ୍ୟା.ବିଦ୍ୟାଳୟ...