ଚାଉଳ ଅଭାବ କାରଣରୁ ଥୁଆମୁଳ ରାମପୁର ବ୍ଲକ୍ ଅଞ୍ଚଳର କିଛି ଅଙ୍ଗନୱାଡି କେନ୍ଦ୍ରରେ ମିଳୁ ନାହିଁ ରନ୍ଧା ଖାଦ୍ୟ। କିଛି କର୍ମୀ ଧାର ଉଧାର କରି ହିତାଧିକାରୀଙ୍କୁ ରନ୍ଧା ଖାଦ୍ୟ ଯୋଗାଉଥିବା ବେଳେ କିଛି କେନ୍ଦ୍ରରେ ସମ୍ପୂର୍ଣ୍ଣ ବନ୍ଦ୍ ରହିଛି। ଏନେଇ ବୁଧବାର ଅପରାହ୍ନରେ ପ୍ରତିକ୍ରିୟା ରଖିଛନ୍ତି ଥୁଆମୁଳ ରାମପୁର C D P O