ଝାରସୁଗୁଡା ଜିଲ୍ଲା ବେଲପାହାଡ ଗୁମାଡେରା ମାଲିପଡାରେ ଛଟପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ l ଆଜି ରବିବାର ରାତି ପ୍ରାୟ ୮ ଟା ରୁ ୯ ଟା ଯାଏଁ କଳସ ଯାତ୍ରା କରି ମାଲିପଡା ବଡ଼ କଁଟା ରୁ ଜଳ ଭର୍ତି କଳସ ଆଣି ପୂଜା ମଣ୍ଡପ ରେ ସ୍ଥାପନ କରାଯାଇଛି l ସମ୍ପୂର୍ଣ ରୀତିନୀତିରେ ଖର୍ନା ପୂଜାର୍ଚ୍ଚନା କରାଯାଇଛି l ଆସନ୍ତାକାଲି ସନ୍ଧ୍ୟା ରେ ସନ୍ଧ୍ୟା ଅର୍ଘ୍ୟ ସହ ମଙ୍ଗଳବାର ସକାଳେ ସୂର୍ଯ୍ୟ ଦେବତା ଙ୍କୁ ଅର୍ଘ୍ୟ ପ୍ରଦାନ ପରେ ଛଟ ପୂଜା ସମାପନ ହେବ l