ଭବାନୀପାଟଣା ସହରର ୧୧କେଭି ନଂ ୧ ଫିଡ଼ର ରେ ରହୁଥିବା ସମସ୍ତ ବିଦ୍ୟୁତ୍ ଉପଭୋକ୍ତା ଙ୍କ ଅବଗତି ନିମନ୍ତେ ଜଣେଇ ଦିଆଯାଉଛି କି, ଜରୁରୀ କାଳୀନ ମରାମତି ଯୋଗୁଁ ଆସନ୍ଧା ୨୬/୧୦/୨୦୨୫ ରିଖ ସକାଳ ୦୮ ଘଣ୍ଟା ଠାରୁ ଅପରାହ୍ନ ୦୧ ଘଣ୍ଟା ଯାଏଁ ବିଦ୍ୟୁତ୍ ସରବରାହ ବନ୍ଦ ରହିବ ନେଇ TPWODL, ଭବାନୀପାଟଣା ଉପଖଣ୍ଡ ୦୧ ର ଆଜି ସୂଚନା