କୁହୁଡି ପାଇଁ ଜିଲ୍ଲା କୁ ଏଲେ ୱାର୍ଣ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର l ଆସନ୍ତା 29ତାରିଖ ପାଇଁ ଜିଲ୍ଲା ଆଗୁଆ ସର୍ଟକ ସୂଚନା ଦିଆଯାଇଛି l ସକାଳେ ଘରୁ ବାହାରିବା ବେଳେ ସାବଧାନ ରହିବା ପାଇଁ ଅବଗତ କରାଯାଇଛି l ଏ ନେଇ ପାଣି ପାଗ ବିଜ୍ଞାନ କେନ୍ଦ୍ର ରୁ ଆଜି ଅପରାହ୍ନ 4ଟାରେ ସୂଚନା ମିଳିଛି l