ନର୍ଲା: କାକଭଟା ଭାଟି ଛକରେ ବାଇକ କୁ ପିଟିଲା ଗୋରୁ ବୋଝେଇ ପିକ ଅପ ଭେନ।ବାଇକ ଚାଳକ ଆହତ ମେଡିକାଲ ରେ ଭର୍ତ୍ତି।
ଆଜି ରବିବାର ପୂର୍ବାହ୍ନ ଏଗାରଟା ସମୟରେ କାକଭଟା ସ୍ଥିତ ଭାଟି ଛକରେ ବାଇକ କୁ ପିଟିଲା ଏକ ଗୋରୁ ବୋଝେଇ ପିକ ଅପ ଭେନ। ଯାହାଫଳରେ ବାଇକ ଚାଳକ ଆହତ ହୋଇ ମେଡିକାଲ ରେ ଭର୍ତ୍ତି ସୁଚନା । ସୁଚନା ଅନୁଯାୟୀ ପିକ ଅପ ଭେନ ଟି ନର୍ଲା ପଟୁ ଅମ୍ବାଦୋଲା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ କୁ ଧକ୍କା ଦେବା ଯୋଗୁଁ ବାଇକ ଚାଳକ ତଳେ ପଡି ଯାଇଥିଲେ। ଯାହାଫଳରେ ଚାଳକଙ୍କ ବାମ ଗୋଡ ଭାଙ୍ଗିଯାଇଥିବା ସୁଚନା।