ଗଞ୍ଜାମ ଜିଲ୍ଲା ଆସିକା ଏନଏସି ଅନ୍ତର୍ଗତ ୱାର୍ଡ 1 ରଘୁନାଥ ନଗର ବାସିନ୍ଦା ପକ୍ଷରୁ ବିଧାୟକ ସରୋଜ ପାଢ଼ୀ ଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇ l ବିଧାୟକ ଙ୍କ ବାସଭବନ ଠାରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ବାହାରି ରଘୁନାଥ ନଗର ଠାରେ ପହଞ୍ଚିଥିଲା l ଏଠାରେ ବିଧାୟକ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସନମାନୀତ କରାଜିବା ସହ ପୁରା ରଘୁନାଥ ନଗର ବାଦ୍ୟ ବାଜଣା ମଧ୍ୟରେ ଶୋଭାଯାତ୍ରା ପରିକ୍ରମା କରାଯାଇଥିଲା l ବିଧାୟକ ଏହି ଅବସରରେ ରାମ ମନ୍ଦିର ଯାଇ ଦର୍ଶନ କରିଥିଲେ l