ଡ଼ିସେମ୍ବର, 13 ତାରିଖ ସନ୍ଧ୍ୟା ୮ ଟା ୨୫ ମିନ୍ୱିଟର ସୂଚନା ଅନୁଯାଇ ସେକ୍ଟର ୧୯ ଥାନାରେ କୋଏଲନଗର B-57 ରେ ର ହୁଥିବା ୫୧ ବର୍ଷୀୟ ପ୍ରଣବ କିଶୋର ସ୍ବାଇଁnk ହୋଣ୍ଡା ଆକ୍ଟିଭା ସ୍କୁଟି ନମ୍ବର OR14Q 2154,IGH, ICU ନିକଟରୁ ଚୋରି ହୋଇଯାଇଥଲା, ଏହାକୁ ଆଧାର କାରି ସେକ୍ଟର ୧୯ ପୋଲିସ ଥାନା ୨୫ ବର୍ଷୀୟ ସୋନୁ ଏ ଅହି୍ରୱାଲ, ପିତା ସ୍ବର୍ଗତ ଜୋହାର ଅହି୍ରୱାଲ , ଶକ୍ତିନଗର, ସେକ୍ଟର -୩, ଥାନା ଅନ୍ତର୍ଗତଙ୍କ ଠାରୁ ସ୍କୁଟି ଜବତ ସହ ଅଭିଯୁକ୍ତକୁ ସେକ୍ଟର ୧୯ ps କେସ ନମ୍ବର -୨୪୯, ତା ୧୨ଡିସେମ୍ବର ୨୦୨୫,U/s ୩୦୩(୨)BNS ରେ ରୁଜୁ କରି କୋର୍ଟ ଚାଲଣ କରିଛନ୍ତି