ବରଗଡ଼ ଧନୁଯାତ୍ରା ମହୋତ୍ସବର କଂସ ମହାରାଜ ଭୂମିକା ପାଇଁ ଚୟନ ହୋଇଥିବା ସୁଶିଲ କୁମାର ମେହେରଙ୍କୁ ଝାରସୁଗୁଡ଼ା ଚୌଜିଲ୍ଲା ମେହେର ଭୁଲିଆ ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି l ଆନନ୍ଦର ଲହରୀ ଖେଳିଯାଇଛି l ଝାରସୁଗୁଡା ଚୌଜିଲ୍ଲା ମେହେର ଭୁଲିଆ ସମାଜ ସଭାପତି ଚନ୍ଦ୍ରଶେଖର ମେହେରଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧି ଦଳ ଚିଚିଣ୍ଡା ଗାଁକୁ ଯାଇ ସୁଶୀଲ କୁମାର ମେହେରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି l ଆଜି ଅପରାହ୍ନ ପ୍ରାୟ ୫ ଟା ରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଚୌଜିଲ୍ଲା ମେହେର ଭୁଲିଆ ସମାଜ ର କାର୍ଯ୍ୟକାରୀ ସଭାପତି ଶତ୍ରୁଘ୍ନ ମେହେର, ସାଧାରଣ ସମ୍ପାଦକ ଦୟାନିଧି