ଜୟଘଣ୍ଟ ନିକଟରେ ସଡ଼କ ଦୁର୍ଘଟଣା ଦୁଇ ଜଣ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 7 ଟା ସମୟରେ ଦୁଇ ଜଣ ଯୁବକ ଏକ ବାଇକ ରେ ଘରକୁ ଯାଉଥିବା ବେଳେ ହଟାତ ଏକ ବାଇକ ତାଙ୍କ ସମ୍ମୁଖକୁ ଚାଲି ଆସିବା ଯୋଗୁଁ ଉଭୟେ ଦୁର୍ଘଟଣାର ଶିକାର ହୋଇଥିଲେ l ତାଙ୍କୁ ସ୍ଥାନୀୟ ଲୋକେ ମେଡିକାଲ ନେଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ବାଇକ ଫେରାର ହୋଇ ଯାଇଥିଲା l