ପଳଶାଗୋରା ରେ ଗଡ଼ଜାତ ଅମଳର ମକର ମେଳା ଅନୁଷ୍ଠିତ ଆଜି ହେଉଛି ମକର ସଙ୍କରାନ୍ତି ସେଥିପାଇଁ ଚଳଚଞ୍ଚଳ ହୋଇଛି ଅଞ୍ଚଳ ଏପଟେ କଣ୍ଟାମାଲ ବ୍ଲକ ର ପଳସାଗୋରା ରେ ଗଡ଼ଜାତ ଅମଳ ରୁ ଚାଲିଆସିଥିବା ମକରମେଳା ଅନୁଷ୍ଠିତ ହୋଇଛି I ନାମ ଯଜ୍ଞ ସହ ସଂକୃକକ କାର୍ଯ୍ୟକ୍ରମ I ଏହା ଦେଖିବାକୁ ଅଞ୍ଚଳ ର ହଜାର ହଜାର ଲୋକ ସାମିଲ ହୋଇଛି I