ବୀରମିତ୍ରପୁର: ରାଉରକେଲା ବନଖଣ୍ଡର ପାନପୋଷ,ରାଜଗାଙ୍ଗପୁର,ବିଶ୍ରା,କୁଆରମୁଣ୍ଡା,ବୀରମିତ୍ରପୁର,ବାଙ୍କି ରେଞ୍ଜରେ ହାତୀମାନଙ୍କର ଉପସ୍ଥିତି ନେଇ ବନବିଭାଗର ସୂଚନା
ରାଉରକେଲା ବନଖଣ୍ଡ ତରଫରୁ ହାତୀମାନଙ୍କର ଉପସ୍ଥିତି ନେଇ ୬୯ଟି ବନବିଭାଗ ତରଫରୁ ଜଣାପଡିଛି।ପାନପୋଷ ରେଞ୍ଜରେ ୧ଟି ହାତୀ,ରାଜଗାଙ୍ଗପୁର ରେଞ୍ଜରେ ୧ଟି ହାତୀ,ବିଶ୍ରା ରେଞ୍ଜରେ ୩୩ଟି ହାତୀ,କୁଆରମୁଣ୍ଡା ରେଞ୍ଜରେ ୨୬ଟି ହାତୀ,ବୀରମିତ୍ରପୁର ରେଞ୍ଜରେ ୬ଟି ହାତୀ ଓ ବାଙ୍କି ରେଞ୍ଜରେ ୨ଟି ହାତୀ ଅଛନ୍ତି।ବିଭିନ୍ନ ଦଳ ଜଙ୍ଗଲରେ ହାତୀମାନଙ୍କର ଗତିବିଧି ଲକ୍ଷ୍ୟ କରିବାପାଇଁ ବନବିଭାଗ ତରଫରୁ ଆଜି ପହଞ୍ଚିଛନ୍ତି।