ଟିଟିଲାଗଡ: ଟିଟିଲାଗଡ଼ ଉପକାରାଗାରରେ ଆର୍ଟ ଅଫ ଲିଭିଙ୍ଗ ସଂସ୍ଥାର ପ୍ରିଜନର କୋର୍ସ ସମାପନ ଦିବସରେ ଯୋଗଦେଲେ ବିଧାୟକ ନବୀନ ଜୈନ
ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଜିଙ୍କ Art of Living ସଂସ୍ଥା ଟିଟିଲାଗଡ଼ ପକ୍ଷରୁ ସ୍ଥାନୀୟ ଉପ-କାରଗାର ଠାରେ ଗତ ୮ ଦିନରୁ ଚାଲୁଥିବା ଜେଲ ପ୍ରିସନର କୋର୍ସ୍ ର ସମାପନ ଦିବସ ରେ ଅତିଥି ଭାବେ ଯୋଗ ଦେଇଥିଲି। ଏହି ୮ ଦିବସୀୟ କାର୍ଯ୍ୟସାଲା ରେ ଅନ୍ତେବାସୀଙ୍କୁ ସୁଦର୍ଶନ କ୍ରିୟା ତାଲିମ ଦିଆଯାଏ ତା ସହ ବିଭିନ୍ନ ଯୋଗ ଉପରେ ମଧ୍ୟ ପ୍ରଶିକ୍ଷଣ ମିଳିଥାଏ। ଉପସ୍ଥିତ ଅନ୍ତେବାସୀଙ୍କ ସମକ୍ଷରେ ଅପରାଧ ମୁକ୍ତ ସମାଜ ବିଷୟରେ ବକ୍ତବ୍ୟ ରଖିଥିଲି।