ସଂଗ୍ରାମୀ ମାଧୋ ସିଂହ ଙ୍କ ବଳିଦାନ ଦିବସ ଓ ସମ୍ୱଲପୁରୀ ଭାଷାବିଦ୍ ସତ୍ୟନାରାୟଣ ବହିଦାରଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ସ୍କୁଲ ତଥା କଲେଜ ସ୍ତରୀୟ ବକ୍ତୃତା ଓ ସଙ୍ଗୀତ ଗାନ ପ୍ରତିଯୋଗିତା ସାଂସ୍କୃତିକ ସମାଜ ଭବନ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ସ୍ତରୀୟ ବକ୍ତୃତା ପ୍ରତିଯୋଗୀତାରେ ମୃଣ୍ମୟୀ ପ୍ରଧାନ ପ୍ରଥମ, ଆର୍ଯ୍ୟାମେଷ ପାଣିଗ୍ରାହୀ ଦ୍ୱିତୀୟ ଓ ଆକାଂକ୍ଷା ପଣ୍ଡା ତୃତୀୟ ହୋଇଛନ୍ତି । କଲେଜ ସ୍ତରରେ ମହିଳା ମହାବିଦ୍ୟାଳୟର ନିରୁପମା ଭୋଇ ପ୍ରଥମ, ଡିଏଭି ସ୍କୁଲ୍ ର ପ୍ରଜ୍ଞାରୂପା ବହିଦାର ଦ୍ୱିତୀୟ ଓ ବିଦ୍ୟା ବିକାଶ ସ୍କୁଲର ରିୟା ଗୁପ୍ତା ତୃତୀୟ ହୋଇଛନ୍ତି । ଏହି କାର୍ଯ୍ୟକ