ସେକ୍ଟର ୧୬ ଶ୍ରମିକ ଭବନ ଠାରେ ସିଆଇଟିୟୁ ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ରେ ଇଏସଆଇସି ସୁପର୍ ସ୍ପେଶିଆଲି୍ଟି ହସ୍ପିଟାଲ୍ ଏବଂ ମେଡିକାଲ କଲେଜ୍ ପ୍ରତିଷ୍ଠା ଦାବି କରାଯାଇଛି। ବୁଧବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସିଆଇଟିୟୁ ସର୍ବ ଭାରତୀୟ ଉପ ସଭାପତି କମ୍ରେଡ ବିଷ୍ନୁ ମହାନ୍ତି