ତଲସରା: ମୁଣ୍ଡା ଗାଁ ଓ କୁକୁରୀଢିହୀ ଗ୍ରାମରୁ ଆନ୍ତଃଜିଲ୍ଲା ଟ୍ରାନ୍ସଫରମର ଚୋର ଦଳ ଗିରଫ ବାଇକ ସମେତ ବିପୁଳ ତମ୍ବା ତାର ଜବତ
Talasara, Sundargarh | Aug 10, 2025
ବଡ଼ଗାଁ ପୋଲିସ ଆଜି ଆନ୍ତଃଜିଲ୍ଲା ଟ୍ରାନ୍ସଫରମର ଚୋର ଦଳ ର ଚାରି ଜଣ ସଦସ୍ୟ କୁ ଗିରଫ କରିବା ସହ ତାଙ୍କ ଠାରୁ ଏକ ବାଇକ ଓ ୩୬ କେଜି ଓଜନ...