Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଖଲ୍ଲିକୋଟ୍: ତାରାତାରିଣୀ କଲେଜ ପରିସରରେ ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ନିଶା ମୁକ୍ତ ଅଭିଯାନର ସଚେତନତା ଶିବିର ଅନୁଷ୍ଠିତ

Khalikote, Ganjam | Jan 12, 2026
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ତାରାତାରିଣୀ କଲେଜ ପରିସରରେ ଆଜି ଦିନ ସାଢ଼େ ୧୧ ଟା ସମୟରେ ଜାତୀୟ ଯୁବ ଦିବସ ଅବସରରେ ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ନିଶା ମୁକ୍ତ ଅଭିଯାନର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି l
ଖଲ୍ଲିକୋଟ୍: ତାରାତାରିଣୀ କଲେଜ ପରିସରରେ ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ନିଶା ମୁକ୍ତ ଅଭିଯାନର ସଚେତନତା ଶିବିର ଅନୁଷ୍ଠିତ - Khalikote News