କୋରାପୁଟ ସହର: କୋରାପୁଟ ରବୀନ୍ଦ୍ର ସାଂସ୍କୃତିକ ପରିଷଦ ଦ୍ବାରା କରାଯାଉଥିବା କାଳୀପୁଜା କିପରି ପାଳନ୍ ହେଉଛି ସେ ନେଇ ପ୍ରତ୍ରିକ୍ତୀୟା ରଖିଲେ ସଭାପତି ବାବୁଲା
ଆଜି ଦିନ ତିନି ଟା ଦଶ ମିନିଟ ସମୟରେ କୋରାପୁଟ ରବୀନ୍ଦ୍ର ସାଂସ୍କୃତିକ ପରିଷଦ ଦ୍ବାରା ପାଳନ ହେଉଥିବା କାଳୀପୁଜା କି ଭଳି ପାଳନ ହେଉଛି ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ସଭାପତି ବାବୁଲା ସିଂ। ଏଇ କାଳୀପୂଜା କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ବଙ୍ଗାଳୀ ସମ୍ପ୍ରଦାୟର ଲୋକେ ଧୁମଧାମ ରେ ପାଳନ କରି ଥାନ୍ତି।