ଭଦ୍ରକ ଗ୍ରାମାଞ୍ଚଳ: ଉଚିତ ସମୟରେ ମିଳୁନି ପ୍ରାପ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ମିଳିତ ଜନ ଶୁଣାଣି ରେ ଅଭିଯୋଗ କରିଛନ୍ତି ଭଣ୍ଡାରିପୋଖରୀ ଆଶା କର୍ମୀ
Bhadrak Rural, Bhadrak | Sep 1, 2025
16 ଦଫା ଦାବି ନେଇ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଆଜି ଦିନ 12 ଟାରେ ପହଞ୍ଚିଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକରେ...