ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପବିତ୍ର ଗଣେଶ ପୂଜାର ଶୁଭେଚ୍ଛା ଜଣାଇ ଜୟଦେବ ଭବନରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ନେତା ସୁରେଶ ରାଉତରାୟ
Bhubaneswar M Corp, Khordha | Aug 27, 2025
ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି । ଧରାବତରଣ କରିଛନ୍ତି ଅଗ୍ରପୂଜ୍ୟ ଗଜାନନ। ଶ୍ରୀ ଗଣେଶଙ୍କ ଆଵାହନ ପାଇଁ ଗାଁ ରୁ ସହର ଯାଏ ସବୁଠି...