ଇପିଏଫ ପେନସନରଙ୍କ ମାସିକ ସର୍ବନିମ୍ନ ପେନସନ ୯ ହଜାର ଟଙ୍କା କରିବା ଦାବି ସହ ଅନ୍ୟାନ୍ୟ ଦାବି ପୁରଣ ପାଇଁ ଅଲ୍ ଓଡ଼ିଶା ଇପିଏଫ ପେନସନର ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ଦାବିପତ୍ର ଦେଇଥିଲେ। ଆସୋସିଏସନ୍ ପକ୍ଷରୁ ସହରର ମ୍ୟୁନିସିପାଲଟି ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଯ୍ୟନ୍ତ ଏକ ସୋଭାଯାତ୍ରା ରେ ଆସୋସିଏସନ୍ ର ସଭ୍ୟ ମାନେ ଯାଇ ଦାବିପୂରଣ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାସହ ଏକ ଦାବିପତ୍ର ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଇପିଏଫ ପେନସନଭୋଗି ବରିଷ୍ଠ ନାଗରିକ ଙ୍କୁ ସାମାଜିକ ସୁରକ୍ଷା ଯୋଜନା