Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh

ଖଲ୍ଲିକୋଟ୍: ନୂଆପଲ୍ଲୀ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ; ୫ ରୁ ଉର୍ଦ୍ଧ ଆହାତ, ମେଡ଼ିକାଲରେ ଭର୍ତ୍ତି

Khalikote, Ganjam | Jan 13, 2026
ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ନୂଆପଲ୍ଲୀ ଛକ ନିକଟରେ ଆଜି ଦିନ ପ୍ରାୟ ୧୦ ଟା ସମୟରେ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡ଼ିଥିବା ବେଳେ ୫ ଜଣ ରୁ ଉର୍ଦ୍ଧ ଯାତ୍ରୀ ଆହାତ ହୋଇଛନ୍ତି l ଆହାତ ମାନେ ଦୁଆନପଲ୍ଲୀ ଗ୍ରାମର ହୋଇଥିବା ବେଳେ ସମସ୍ତେ ଶ୍ରମିକ ହୋଇଥିବା ଜଣାପଡିଛି l ଉକ୍ତ ଯାତ୍ରୀବାହୀ ଅଟୋ ରେ ୫ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ନୂଆପଲ୍ଲୀ ଛକ ନିକଟ କୁ କାମ କରିବାକୁ ଯିବା ସମୟରେ ଘଟିଛି ଦୁର୍ଘଟଣା l ଦୁର୍ଘଟଣା ପରେ ଆହାତ ମାନଙ୍କୁ ପ୍ରଥମେ ଭାଟକୁମରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରାଯାଇଥିଲା l ପରେ ତିନି ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।