ଅନୁଗୋଳ ଜିଲ୍ଲା ନିଶା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଚଳିତ ମାସ ଛଅ ତାରିଖରେ ଅଭିଯୋଗ କରିଥିଲେ।ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରି ଆଜି ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତଙ୍କ ଘର ଢ଼େଙ୍କାନାଳ ଜିଲ୍ଲା ଗନ୍ଦୀଆ ଥାନା ହୋଇଥିବା ବେଳେ କିଛି ବର୍ଷ ହେଲା ବଅଁରପାଳ ଥାନା ଅଂଚଳରେ ରହୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।