ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ତିନି କିଲୋମିଟର ପାହାଡ଼ ଚଢି ପୁଟଘର ଗାଁ ରେ ପହଞ୍ଚିଲେ ବିଡିଓ ସରକାର ନୂତନ ଯୋଜନା ପ୍ରଣୟନ କରନ୍ତି କିନ୍ତୁ ସେହି ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇ ତାର ସଫଳ ରୂପାୟନ କରିବାରେ ସରକାରୀ ଅଧିକାରୀ ଙ୍କ ମୁଖ୍ୟ ଭୂମିକା ରହିଥାଏ । ସରକାରୀ ଯୋଜନା କୁ ଦୁର୍ଗମ ଅଞ୍ଚଳ ର ହିତାଧିକାରୀ ଙ୍କ ନିକଟରେ ପହଞ୍ଚାଇ ଲୋକ ଙ୍କ ସମସ୍ୟା ର ସମାଧାନ ପାଇଁ ତିନୋଟି ପାହାଡ଼ ଚଢି ଚର୍ଚ୍ଚା ରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ର ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ ।