ବୌଦ୍ଧ ସଦର: ଶୁଆପାବୁଲି ଗ୍ରାମରେ ଯାଦବ ସମାଜ ପକ୍ଷରୁ ଅଠର ତମ ଗିରିଗୋବର୍ଧନ ପୂଜା ମହୋତ୍ସବ ଅନୁଷ୍ଠିତ
ବୌଦ୍ଧ ଜିଲ୍ଲା ମନୁପାଲୀ ଗ୍ରାମ ପଂଚାୟତ ଅନ୍ତର୍ଗତ ଶୁଆପାବୁଲି ଗ୍ରାମରେ ଯାଦବ ସମାଜ ଶାଣ୍ଢପାଲି କେନ୍ଦ୍ର ପକ୍ଷରୁ ୧୮ ତମ ଗିରିଗୋବର୍ଧନ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇଛି l ପୂଜକ କିଶୋର ଚନ୍ଦ୍ର ଦାଶ ରିତିନିତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ l କର୍ତ୍ତା ଅଜତନ୍ ପୋଢ଼ କର୍ତ୍ତା ଭାବେ କାର୍ଯ୍ୟ କରିଥିଲେ l ଏହି ଅବସରରେ ଆଧ୍ୟାତ୍ମିକ ସୁନ୍ଦରା କାଣ୍ଡ ପାରାୟଣ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି