ସୋହେଲା: ସୋହେଲା ନିକଟସ୍ଥ ପଣ୍ଡକିପାଳି ଲୁହୁରାଚଟି ଠାରେ ମାଆ ଲୁହୁରେନ ବାଇ ଙ୍କର ବାର୍ଷିକ ପୂଜା ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଛି
ସୋହେଲା ନିକଟସ୍ଥ ପଣ୍ଡକିପାଳି ଲୁହୁରାଚଟି ମାଆ ଲୁହୁରେନ ବାଇଙ୍କର ବାର୍ଷିକ ପୂଜା ହୋଇଯାଇଛି ଆଜି ସକାଳ ୧୧ଟା ରେ ପୂଜକ ଚୂଡ଼ାମଣି ଭୋଇ ନିଜ ଘରୁ ପୂଜା ସାମଗ୍ରୀ ସହିତ ଲୁହୁରେନ ବାଇ ପୀଠ ସ୍ଥଳ କୁ ପହଁଚି ଥିଲେ ଏହା ସହ ର ସମସ୍ତ ଙ୍କ ଘରୁ ଲିଆ ଜୁଗାର, ନଡ଼ିଆ ପୂଜା ସାମଗ୍ରୀ ଆସିଥାଏ ଚୂଡ଼ାମଣି ଭୋଇ ପୂଜା କାର୍ଯ୍ୟ ସମାପନ ପରେ ସମସ୍ତେ ଦର୍ଶନ କରିଥାନ୍ତି ଶହ ଶହ ନଡ଼ିଆ, ଲିଆ ଜୁଗାର,ଲାଲ କପଡା, ଲାଲ ଶାଢ଼ୀ ମାଆଙ୍କର ସୁସଜିତ କରାଯାଇଛି ଅପରାହ୍ନ ୪ ଟା ସମୟରେ ପୂଜା ସମାପନ ପରେ ପ୍ରସାଦ ସେବନ କରିଥିଲେ ସୂଚନା ଯୋଗ