ମଣ୍ଡେଇ ପଡିଆ ରେ ପ୍ରସ୍ତୁତି କାର୍ଯ୍ୟ ତଦାରଖ କଲେ ବିଧାୟକ ଆସନ୍ତା 12 ତାରିଖରୁ ଆରମ୍ଭ ହେବ ଜିଲ୍ଲା ର ଲୋକ ମହୋତ୍ସବ ମଣ୍ଡେଇ, ମଣ୍ଡେଇ ପଡିଆରେ ପ୍ରସ୍ତୁତି କାର୍ଯ୍ୟ ର ତଦାରଖ କରିଛନ୍ତି ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ଅତିରିକ୍ତ ଜିଲ୍ଲାପାଳ,ଓରମାସ ର ଅଧିକାରୀ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କସହ ପ୍ରସ୍ତୁତି ବିଷୟରେ ବହୁ ସମୟ ଧରି ଆଲୋଚନା କରିଥିଲେ ବିଧାୟକ