କୋରାପୁଟ ସହର: ସରକାରୀ ଜମିରେ ରହିବା ସହ ଚାଷ କରୁଥିବା ବେଳେ ତହସିଲ ଉଚ୍ଛେଦ କରିବା ଘଟଣାକୁ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ମାଲି ପୁଙ୍ଗାର ଗ୍ରାମବାସୀ
ଦୀର୍ଘବର୍ଷ ଧରି ମାଲି ପୁଙ୍ଗାର ଗ୍ରାମରେ ସରକାରୀ ଜମି ଉପରେ ଘର କରି ରହି ଆସୁଥିବା ବେଳେ ଚାଷ କରି ଜୀବନଜୀବିକା ନିର୍ବାହ କରୁଥିବା ବେଳେ ଥୟଥାନ ନକରି ଜେସିବି ଆଣି ଜବରଦଖଲ କରିବାକୁ ବ୍ଳକ୍ ପ୍ରଶାସନ ଚେଷ୍ଟା କରୁଛନ୍ତି। ଫଳରେ ପରିବାର ବାସହରା ହେବା ସହ ଜୀବନଜୀବିକା ପ୍ରଭାବିତ ହେବ ଏନେଇ ଆଜି ଦିନ ୨ଟା ସମୟରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ମାଲି ପୁଙ୍ଗାର ଗ୍ରାମର ବାବୁଲା ଖିଲ।