ନୂଆପଡା: ଶ୍ରୀରାମ ଛକ ପୂଜା ମଣ୍ଡପ ରେ ମହା ସପ୍ତମୀ ପୂଜା ଭକ୍ତ ଙ୍କୁ ଖେଚେଡି ଭୋଗ ପ୍ରଦାନ
ନୂଆପଡ଼ା ଜିଲ୍ଲା ସଦର ମହକୁମା ଶ୍ରୀରାମ ଛକ ପୂଜା ମଣ୍ଡପ ରେ ଆଜି ମହା ସପ୍ତମୀ ପୂଜା କରାଯାଇଛି।ଏହି ଅବସରରେ ଆଜି ରାତି ଆଠଟା ସମୟରେ ଆୟୋଜକ ମାନେ ଭକ୍ତ ନି ପାଇଁ ଖେଚେଡ଼ି ଭୋଗ ର ଆୟୋଜନ କରିଥିଲେ।ପୂଜା ଦେଖିବାକୁ ଆସିଥିବା ସମସ୍ତ ଭକ୍ତ ଙ୍କୁ ଭୋଗ ଅର୍ପଣ କରାଯାଇଥିଲା।