ମାଲକାନଗିରି: ପାଣ୍ଡରିପାଣି ଗ୍ରାମରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ, ଯୋଗ ଦେଲେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ
ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପାଣ୍ଡରିପାଣି ଗ୍ରାମ ଖେଳ ପଡ଼ିଆରେ ଆଜି ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦିନ ୩ଟା ସମୟରେ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ମାଲା ମାଢ଼ି ଯୋଗ ଦେଇଥିଲେ। ଏଥି ସମେତ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ କୃଷ୍ଣଚନ୍ଦ୍ର ଅନୁଗୁ, ମାଥିଲି ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରମୂଖ ମଞ୍ଚାସିନ ଥିଲେ। ଉପସ୍ଥିତ ଅତିଥିମାନେ ପଡ଼ିଆ ମଧ୍ୟକୁ ଯାଇ ଖେଳାଳୀ ମାନଙ୍କୁ ଉତ୍ତମ ଖେଳ ପ୍ରଦର୍ଶନ ନିମନ୍ତେ ଉତ୍ସାହିତ କରିଥିଲେ। ଆଜିର ଖେଳଟି ମାଲକାନଗିରି ଏବଂ ଦାମନଯୋଡି ଟିମ ମଧ୍ୟରେ ହୋଇଥିଲା। ମ୍ୟାଚ ଟ