ନୂଆପଡା: ୮୨ତମ ବର୍ଷ ରେ ନୂଆପଡ଼ା ସାର୍ବଜନୀକ ପୂଜା ଆଜି କଟକ ମେଲୋଡି
ନୂଆପଡ଼ା ଜିଲ୍ଲା ସଦର ମହକୁମା ହାଟପଡ଼ା ସାର୍ବଜନୀକ ପୂଜା କମିଟି ୮୨ତମ ବର୍ଷ ରେ ପଦାର୍ପଣ କରିଛି।ଆଜି ସନ୍ଧ୍ୟା ସାଢେ ସାତଟା ସମୟରେ ମଣ୍ଡପ ରେ ମହାନବମୀ ର ମହା ଆଳତି କରାଯାଇଛି।କମିଟି ପକ୍ଷରୁ ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ରେ କଟକ ମେଲୋଡି ର ଆୟୋଜନ କରାଯାଇଛି।