କୋରାପୁଟ ସହର: କୋରାପୁଟ ରେ ରାଜ୍ୟ ସ୍ତରୀୟ କ୍ରିକେଟ୍ ମ୍ୟାଚ୍ କୁ ନେଇ ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ବାର ସଙ୍ଘ ର ସଦସ୍ୟ ରୂପକ ତୁରୁକ
ଆଜି ଦିନ ଏଗାର ଟା ଦଶ ମିନିଟ୍ ସମୟରେ କୋରାପୁଟ ଷ୍ଟାଡିୟମ୍ ପଡ଼ିଆରେ ଆଜି ଠାରୁ ଆୟୋଜନ ହୋଇଥିବା ରାଜ୍ୟ ସ୍ତରୀୟ କ୍ରିକେଟ୍ ମ୍ୟାଚ୍ ରେ ନିଜ ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ବାର ସଙ୍ଘ ର ସଦସ୍ୟ ରୂପକ ତୁରୁକ। ସେ କହିଚନ୍ତି କୋରାପୁଟ ହେଉଛି ଭୁସ୍ବର୍ଗ। ଆମେ ସମସ୍ତ ଦଳ ଙ୍କୁ ସ୍ଵାଗତ କରୁଛୁ। ସେମାନଙ୍କ ସମସ୍ତ ପ୍ରକାର ବ୍ୟବସ୍ଥା ଆମେ କରିଛୁ। ସେମାନେ ଆସନ୍ତୁ ଖେଲନ୍ତୁ କୋରାପୁଟ ର ପ୍ରାକୃତିକ ସୋନ୍ଧର୍ଯ୍ୟ ଉପଭୋଗ କରନ୍ତୁ।