ବଡଚଣା: ଓଡ଼ିଆ ସଂସ୍କୃତିରେ ବୋଇତ ବନ୍ଦାଣ ଉତ୍ସବର ମାହାତ୍ମର ଉଦେଶ୍ୟ ସମ୍ପର୍କରେ ବ୍ୟାସ ସରୋବରରେ ପତିକ୍ରିୟା ଦେଲେ ଶିକ୍ଷାବିତ୍ ପ୍ରଜ୍ଞାପରିମିତା
ଓଡ଼ିଆ ସଂସ୍କୃତିରେ ବୋଇତ ବନ୍ଦାଣ ଉତ୍ସବର ମାହାତ୍ମର ଉଦେଶ୍ୟ ସମ୍ପର୍କରେ ବ୍ୟାସ ସରୋବରରେ ପତିକ୍ରିୟା ଦେଲେ ଶିକ୍ଷାବିତ୍ ପ୍ରଜ୍ଞାପରିମିତା l ଆଜି ସାରା ରାଜ୍ୟରେ ଅତିଥି ଧୂମ ଧାମର ସହିତ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଛି l ତେବେ ଏହି ବୋଇତ ବନ୍ଦାଣ ଉତ୍ସବ କାହିଁକି ଓଡ଼ିଶାରେ ପାଳନ କରାଯାଏ ପତିକ୍ରିୟା ଦେଇଛନ୍ତି ଶିକ୍ଷାବିତ୍ ପ୍ରଜ୍ଞାପରିମିତା l