ବଡସାହି: ଭୁରୁକୁଣ୍ଡି ଗାଁରେ ଗର୍ଭବତୀ ମହିଳାଙ୍କୁ ଅଧିକ ଯୌତୁକ ଦାବିକରି ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେବା ଅଭିଯୋଗରେ ମାମଲା ରୁଜୁ
Barsahi, Mayurbhanj | Sep 8, 2025
ପୁରିନ୍ଦା ପଞ୍ଚାୟତ ଅଧୀନ ଭୁରୁକୁଣ୍ଡି ଗାଁରେ ଗର୍ଭବତୀ ମହିଳାଙ୍କୁ ଶାଶୂଘର ଲୋକେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ସହିତ ଧମକ ଚମକ ଦେବା...