ରାଉରକେଲା ମ୍ୟୁନିସିପାଲଟି: ଦାଣ୍ଡିଆ ନାଇଟ ଉତ୍ସବ " ଲେଡି ଲାୟନ ", ଆୟୋଜନରେ କୋଏଲନଗର "ସି ":ବ୍ଲକ ଦୁର୍ଗାପୂଜା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି
ସେପ୍ଟେମ୍ବର ୨୯ ତାରିଖ ସନ୍ଧ୍ୟା ୬ଟାରୁ ରାତି :୯ଟା ପର୍ଯ୍ୟନ୍ତ କୋଏଲନଗର "ସି" ବ୍ଲକ ସ୍ଥିତ ଦୁର୍ଗାପୂଜା ମଣ୍ଡପ ପରିସରରେ ଲେଡି ଲାୟନ ଆୟୋଜନ ଉତ୍ସବରେ ପ୍ରାୟ ୫୦୦ରୁ ଇର୍ଦ୍ବ ମହିଳା,ପୁରୁଷ,ଛୋଟ ଛୋଟ ପିଲାମାନେ ଦାଣ୍ଡିଆ ନୃତ୍ୟରେ ଭାଗ ନେଇଥିଲେ