କେନ୍ଦୁଝର ସହର: ଗୁଣ୍ଡିଚାଘାଗି ଜଳପ୍ରପାତରେ ଭାସି ଯୁବକ ନିଖୋଜ ଘଟଣା ଘଟଗାଁ ଠାରେ ଜାତୀୟ ରାଜପଥ ଅବରୋଧ କଲେ ପରିବାର ଲୋକ
Kendujhar Town, Kendujhar | Sep 11, 2025
ଚାରିଦିନ ପରେ ବି ଉଦ୍ଧାର ନିଖୋଜ ଯୁବକକୁ ଖୋଜି ପାଉନି ଉଦ୍ଧାରକାରୀ ଟିମ୍ ଫଳରେ ଘଟଗାଁ ବାଇପାସ୍ ଛକ ନିକଟରେ ୨୦ନଂ ଜାତୀୟ ରାଜପଥ କୁ ଅବରୋଧ...