ବଡ଼ ଏକାଦଶୀ ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ରେ ପ୍ରବଳ ଭିଡ ଧର୍ମ ମାସ କାର୍ତ୍ତିକ ମାସ ର ଆଜି ବଡ଼ ଏକାଦଶୀ,ସକାଳୁ ସକାଳୁ ବ୍ରତ ପାଳନ କରୁଥିବା ମହିଳା ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି ସହର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ରେ ଆଜି ମନ୍ଦିର ରେ ଏକାଦଶୀ ଉପଲକ୍ଷେ ସତ୍ୟ ନାରାୟଣ ପୂଜା ହୋମ ଅନୁଷ୍ଠିତ ହେଇଥିଲା, ଏହି ପୂଜା ଏବଂ ଆଳତି ଦେଖିବା ପାଇଁ ପ୍ରବଳ ଭିଡ ହେଇଥିଲା,ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ରେ ପୋଲିସ ମଧ୍ୟ ମୁତୟନ ହେଇଥିଲେ