Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ବୌଦ୍ଧ ସଦର: ମୁଣ୍ଡାପଡା ଗ୍ରାମ ରାସ୍ତାରୁ ୨୫ଲିଟର ବେଆନ ମଦ ଶହୀତ ବ୍ୟବହୃତ ବାଇକକୁ ଜବତ କରି ଅଦାଲତର ଦ୍ୱରାସ୍ତ

ଆଜି ସନ୍ଧ୍ୟା ୬.୩୦ ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କରାଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ l ବୌଦ୍ଧ ଅବକାରୀ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲେ ବୌଦ୍ଧ ଥାନା ଅନ୍ତର୍ଗତ ମୁଣ୍ଡପଡା ଗ୍ରାମରେ ବେଆନଅହୁଲି ମଦ ଚାଳନ ହେଉଛି l ଏନେଇ ବୌଦ୍ଧ ଅବକାରୀ ପୋଲିସର ଏକ ଟିମ ସକାଳ ପାଖପଖି ୧୧.୩୦ ସମୟରେ ଚଢ଼ାଉ କରି ମୁଣ୍ଡାପଡା ଗ୍ରାମ ରାସ୍ତାରୁ OR ୧୫K ୭୫୮୨ ନମ୍ବର ଥିବା ବାଜାଜ ବକ୍ସର ବାଇକିରେ ଚାଲାଣ ହେଉଥିବା ୨୫ଲିଟର ବେଆନ ମହୁଲି ମଦକୁ ଜବତକରି ଥିଲେ l ଆସାମୀ ଘଟଣା ସ୍ତଳରୁ ଫେରମାରିବରେ ସଫଳ ହୋଇଥିଲା l ଜବତ ବାଇକ ଓ ମଦକୁ ଅଦାଲତର ଦ୍ୱରାସ କରାଯଇଛି l

MORE NEWS