ତେଲକୋଇ: ରଖେହରି ମାରେ କିଏ ,କାଳିଆ ହତା ପୂର୍ତ୍ତ ବିଭାଗ ନିର୍ମାଣ ଧିନ ରାସ୍ତା ବାଲିଛକରେ ଭାରସ୍ୟାମ ହରାଇ ପାଣିରେ ପସିଗଲା ମିକ୍ସଚର ଆଜାକ୍ସ ମେସିନ
ରଖେହରି ମାରେ କିଏ ,କାଳିଆ ହତା ପୂର୍ତ୍ତ ବିଭାଗ ନିର୍ମାଣ ଧିନ ରାସ୍ତା ବାଲିଛକରେ ଭାରସ୍ୟାମ ହରାଇ ପାଣିରେ ପସିଗଲା ମିକ୍ସଚର ଆଜାକ୍ସ ମେସିନ ,ଅଳ୍ପକେ ବର୍ତ୍ତିଲେ ଅପ୍ରେଟର ,ଏବଂ ସ୍ଥାନିୟ ଲୋକେ। ଘଟଣାଟି ଦେଖିବାକୁ ମିଳିଛି ରେକୁଟି ପୂର୍ତ୍ତ ବିଭାଗ ନିର୍ମାଣ ଧିନ ରାସ୍ତା ବାଲି ଛକ ପାଖରେ । ଆଜି ଅପରାହ୍ନ ଗୋଟାଏ ସମୟର ପ୍ରତିଛବି ।