ନୂଆପଡା ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ନବରଙ୍ଗପୁର ର ପୂର୍ବତନ ସାଂସଦ ରମେଶ ମାଝୀ ପୂର୍ବତନ ସାଂସଦ ପୂର୍ବତନ ମନ୍ତ୍ରୀ ଜିଲ୍ଲାର ଜଣେ ଆଗ ଧାଡ଼ିର ବିଜେଡି ନେତା ଶ୍ରୀ ରମେଶ ମାଝୀ ଙ୍କୁ ବିଜେଡି ଦଳ ପକ୍ଷରୁ ନୂଆପଡା ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ର ଦାୟିତ୍ୱ ଦିଆହେଇଛି, ଏନେଇ ଏକ ପତ୍ର ମାଧ୍ୟମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ଶୁକ୍ରବାର ସନ୍ଧ୍ୟା 6 ଟାରେ ସୂଚନା ଦେଇଛନ୍ତି, ଏହି ସୂଚନା ପାଇ ପୂର୍ବତନ ସାଂସଦ ରମେଶ ମାଝୀ ନବୀନ ପଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ