ବଡସାହି: ବେତନଟୀ ବ୍ଲକ ସଭାଗୃହରେ ଆୟୋଜିତ ଏନିମିଆ ଏବଂ ସିକିଲସେଲ ମୁକ୍ତ ପଞ୍ଚାୟତ ଗଠନପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ
Barsahi, Mayurbhanj | Aug 21, 2025
ବେତନଟୀ ବ୍ଲକ ସଭାଗୃହରେ ଆୟୋଜିତ ଦୁଇଦିନିଆ ବ୍ଲକସ୍ତରୀୟ ଏନିମିଆ ଏବଂ ସିକିଲସେଲ ମୁକ୍ତ ପଞ୍ଚାୟତ ଗଠନ ସମ୍ପର୍କିତ ବ୍ଲକସ୍ତରୀୟ ପ୍ରଶିକ୍ଷଣ...