ଲାଞ୍ଜିଗଡ: ଥୁଆମୁଳ ରାମପୁର ଜଙ୍ଗଲରେ ସୁରକ୍ଷିତ ଭାବେ ଛଡ଼ା ହେଲା ବିଭିନ୍ନ ଅଞ୍ଚଳରୁ ଉଦ୍ଧାର ହେଇଥିବା ବିଷାକ୍ତ ଗୋଖର ନାଗ ସାପ
ରବିବାର ଅପରାହ୍ନରେ କଲମପୁର ସମେତ ଦାସିଗାଁ ଅଞ୍ଚଳରୁ ଉଦ୍ଧାର ହେଇଥିବା ୪ଗୋଟି ବିଷାକ୍ତ ଗୋଖର ନାଗ ସାପ କୁ ଥୁଆମୁଳ ରାମପୁର ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦିଆଯାଇଛି। କଲମପୁର ସମେତ ଦାସିଗାଁ ଅଞ୍ଚଳର ବିଭିନ୍ନ ଲୋକଙ୍କ ଘରରୁଏହି ସମସ୍ତ ସାପ ଉଦ୍ଧାର କରିଥିଲେ।