Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବରଗଡ: ମଦ ପିଇ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ହଳଦୀପାଳି ଛକରେ କାବୁ କରି କେଶ ରୁଜୁ କଲା ବରଗଡ଼ ସଦର ପୋଲିସ

ମଦ ପିଇ ଗାଡି ଚଲାଉଥିବା ବ୍ୟକ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ସଦର ପୋଲିସ | ସୋମବାର ସନ୍ଧ୍ୟା 5 ଘଣ୍ଟା ସମୟରେ ଏନେଇ ସୂଚନା ଦେଲା ସଦର ପୋଲିସ | ସୂଚନା ଅନୁସାରେ ଗତକାଲି ହଳଦୀପାଳି ଛକରେ ଏକ ବାଇକରେ ଜଣେ ବ୍ୟକ୍ତି ମଦ ପିଇ ଗାଡି ଚଲାଉଥିବା ବେଳେ ପୋଲିସ ହାତରେ ଧାରା ପଡିଥିଲା ଏନେଇ ପୋଲିସ ଏକ କେଶ ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି | ମଦ ପିଇ ଗାଡି ଚଲାଉଥିବା ବେଳେ ଦୁର୍ଘଟଣା ବୃଦ୍ଧି ପାଇବା ସହ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି | ଏନେଇ ଏସପିଙ୍କ ନିର୍ଦେଶକ୍ରମେ ପୋଲିସ ମଦ ପିଇ ଗାଡି ଚଲାଉଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି |

MORE NEWS