ଦେବଗଡ: ଖଜୁରୀଦର୍ହ ଗାଁରେ ବାପ ଓ ମାଙ୍କୁ ହରାଇ ଆର୍ଥିକ ଅଭାବରୁ ପାଠ ଛାଡିଥିବା ଛାତ୍ରୀ ପାଇଁ ସାହାଯ୍ୟର ହାତ ବଢାଇଲେ ବିଧାୟକ
Debagarh, Debagarh (Deogarh) | Sep 8, 2025
ତିଲେଇବଣି ବ୍ଲକ ଅନ୍ତର୍ଗତ ଖଜୁରୀଦର୍ହ ଗ୍ରାମରେ ବାପା ଓ ମାଙ୍କୁ ହରାଇ ଆର୍ଥିକ ଅଭାବରୁ ଦଶମ ପରେ ପାଠ ଛାଡି ଦେଇଥିବା ଜଣେ ନାବାଳିକା...