Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଭୋଗରାଇ: ପାଣି ଘେରରେ ଉଦୟପୁର ଗାଁ, ସେହି ଠାରେ ପ୍ରତିକ୍ରିୟା ରଖି ସମାଧାନ ପାଇଁ ଦାବି କଲେ ସ୍ଥାନୀୟ ବାସିନ୍ଦା ।

Bhograi, Balasore | Sep 16, 2025
ପ୍ରବଳ ବର୍ଷାରେ ବେହାଲ ହୋଇପଡିଛି ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅଞ୍ଚଳ । ସେଥି ମଧ୍ୟରୁ ସାହାବାଜିପୁର ପଞ୍ଚାୟତ ଉଦୟପୁର ଗ୍ରାମରେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ପ୍ରାୟ ୨ ଶହ ରୁ ଉର୍ଦ୍ଧ୍ବ ପରିବାର । ପ୍ରାୟ ୧୦ ବର୍ଷ ଆଗରୁ ଏହି ଗ୍ରାମର ବର୍ଷା ପାଣି ପଡ଼ୋଶୀ ପଶ୍ଚିମବଙ୍ଗକୁ ଯାଇ ନିଷ୍କାସନ ହେଉଥିଲା । ମାତ୍ର ପଶ୍ଚିମବଙ୍ଗରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରି ପାଣି ନିଷ୍କାସନ ରାସ୍ତାକୁ ଅବରୋଧ ହେତୁ ସେହି ଦିନ ଠାରୁ ବର୍ଷା ସମୟ ଆସିଲେ ଉବୁଟୁବୁ ହୁଅନ୍ତି ଉଦୟପୁର ବାସିନ୍ଦା । ଏବେ ପ୍ରବଳ ବର୍ଷା ହେଉଥିବାରୁ ଉଦୟପୁର ବାସିନ୍ଦା ଘରେ ଚୁଲି ଜଳି ପାରୁନି ।

MORE NEWS