ଅକ୍ଟୋବର ୧୬ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ କେନ୍ଦ୍ରୀୟ ଛଠ ପୂଜା ସମିତିଙ୍କ ଅନୁରୋଧ କ୍ରମେ, ରାଉରକେଲା ବିଧାୟକଙ୍କ ପ୍ରଚେଷ୍ଟାରେ ରାଉରକେଲା ମହାନଗର ନିଗମ, ବାଲୁଘାଟସ୍ଥିତ ବିସର୍ଜନ ସ୍ଥଳୀକୁ ସଫା କରିବା ପାଇଁ ବୁଲଡ୍ରୋଜର ପଠାଇଲେ, ସମିତିର ସଦସ୍ୟ ଜିତୁ ରାୟ ପୂଜାର୍ଚନା କରି ନଡ଼ିଆ ଫଟାଇ ବୁଲଡ୍ରୋଜରକୁ ବିସର୍ଜନ ସ୍ଥଳ ସଫା କରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କଲେ, କେନ୍ଦ୍ରୀୟ ଛଠ ପୂଜା ସମିତିର କୋର୍ଡିନେଟର ଓପି ସିଂ, କୃଷ୍ଣ ସାହୁ, ସବାଇ ବାବୁଙ୍କ ଉପସ୍ଥିତିରେ, ରାଉରକେଲା ବିଧାୟକ ଓ ରାଉରକେଲା ମହାନଗର ନିଗମକୁ ଧନ୍ୟବାଦ ଜଣାଇବା ସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ha