Public App Logo
Jansamasya
National
���ीएसटी
Happydiwali
Cybersecurityawareness
Nextgengst
Diwali2025
Pmmsy
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଲାଞ୍ଜିଗଡ: ଝାରସୁଗୁଡ଼ା ଠାରେ ୧୯ରୁ ଡିଏଭି ଜୋନାଲ୍ ସ୍ତରୀୟ କରାଟେ ପ୍ରତିଯୋଗିତା, ଲାଞ୍ଜିଗଡ଼ ରୁ ଆଠ ପ୍ରତିଯୋଗି ଗସ୍ତ।

Lanjigarh, Kalahandi | Oct 18, 2025
ଝାରସୁଗୁଡ଼ା ଡିଏଭି ପବ୍ଲିକ୍ ସ୍କୁଲଠାରେ ୧୯ ତାରିଖରେ ହେବାକୁ ଥିବା ଡିଏଭି ଜୋନାଲ ସ୍ତରୀୟ କରାଟେ ପ୍ରତିଯୋଗିତାରେ ଭାଗ ନେବାକୁ କଳାହାଣ୍ଡି ଜିଲ୍ଲାର ୮ ଜଣ ପ୍ରତିଯୋଗୀ ଆଜି ଝାରସୁଗୁଡା ଗସ୍ତ କରିଛନ୍ତି। ବାଳକ ବିଭାଗର ୧୪ରୁ କମ୍ ବର୍ଗରେ ଛାତ୍ର ସୋୟଂମ ଓଡ଼ିଆ, ପୁଷ୍ପନ୍ଦୁ ବିଶ୍ବାଳ ରହିଥିବା ବେଳେ ୧୭ରୁ କମ୍ ବର୍ଷ ବର୍ଗରେ ହିତେଶ ମହାଖୁଡ଼ ଓ ଲୋକେସ ବିଶ୍ୱାଳ ମନୋନୀତ ହୋଇଛନ୍ତି। ସେହିପରି ୧୯ରୁ କମ୍ ବର୍ଗରେ କିରନ୍ ବେମାଲ ଓ ଗଙ୍ଗାଧର ମଲ୍ଲିକ ମହିଳା ବର୍ଗ ଦୁଇ ଛାତ୍ରୀ ରହିଛନ୍ତି।

MORE NEWS