ଅକ୍ଟୋବର ୨୨ ତାରିଖ ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟର ସମୟ ଅନୁଯାୟୀ ଗୁରୁଣ୍ଡିହା ବ୍ଲକ ଅନ୍ତର୍ଗତ ନରେନ୍ଦ୍ର ପଂଚାୟତ ଅଧିନସ୍ଥ ସାଲେଇଡ଼ିହି ଗ୍ରାମନୀବାସୀ ତୀବ୍ର ଅସନ୍ତୋଷ କରି ଅଭିଯୋଗ କଲେ କି, ବିଜାଡ଼ିହି ଗ୍ରାମରୁ ସାଲେଇଡ଼ିହି ମାତ୍ର ୩ କିଲୋମିଟର ମୋରମ ରାସ୍ତା, ମାତ୍ର ୩ କିଲୋମିଟର ମୋରମ ରାସ୍ତା, ମାତ୍ର ବହୁ ବର୍ଷ ହେଵ ମରାମତି କରାଯାଇ ନାହିଁ,