ସୋରଡା: ସୋରଡ଼ା ବିଧାୟକ ନୀଳମଣି ବିଶୋଇ ବୁଗୁଡ଼ା ଠାରେ ପହଁଚି ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକଙ୍କ ଭାଇଙ୍କ ଦେହାନ୍ତ ଖବର ପାଇଁ ସମବେଦନା ଜଣାଇଛନ୍ତି.
Surada, Ganjam | Oct 18, 2025 ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ଗୋକୁଳ ନନ୍ଦ ମଲ୍ଲିକ ଙ୍କ ଭାଇ ଙ୍କ ଦେହାନ୍ତ ପରେ ଏବେ ସମଗ୍ର ଅଂଚଳରେ ଶୋକାର ଛାୟା ଖେଳି ଯାଇଛି.ମନ୍ତ୍ରୀ ଙ୍କୁ ଭେଟି ସମବେଦନା ଜଣାଇଛନ୍ତି ଅନେକ ରାଜନେତା ଓ ବ୍ୟକ୍ତି ବିଶେଷ. ସେହିପରି ସୋରଡ଼ା ଲୋକପ୍ରିୟ ବିଧାୟକ ନୀଳମଣି ବିଶୋଇ ପହଁଚି ତାଙ୍କରି ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ସମବେଦନା ଜଣାଇଛନ୍ତି.